ପଦସଂସ୍ଥାପନ ଧାରକ ନାମ
ଅଧ୍ୟକ୍ଷ ମାନ୍ୟବର ମନ୍ତ୍ରୀ, ଉଚ୍ଚଶିକ୍ଷା ବିଭାଗ, ଓଡିଶା ସରକାର ଡ଼. ଅରୁଣ କୁମାର ସାହୁ
ଉପାଧ୍ୟକ୍ଷ ଉପାଧ୍ୟକ୍ଷ - ନିୟମୁନାବାନ୍ଧିତ ଚୟନ ସମିତି ଙ୍କ ଦ୍ୱାରା ନିଯୁକ୍ତ ଖ୍ୟାତି ସମ୍ପନ୍ନ ଵିଦ୍ୟାଵିତ ପ୍ର. ଡ଼. ଅଶୋକ କୁମାର ଦାସ
ସମ୍ପାଦକ/ସଚିବ ସଭ୍ୟ ସମ୍ପାଦକ/ସଚିବ ସଭ୍ୟ - ନିୟମ(୨) ଅନୁସାରେ ପ୍ରଣୀତ ଚୟନ ସମିତିଙ୍କ ଦ୍ୱାରା ନିଜୁକି ପ୍ରାପ୍ତ ଶ୍ରୀ ସିଦ୍ଧାର୍ଥ କୁମାର ଧଳ
ସଭ୍ୟ ସଭ୍ୟ - ରାଜ୍ୟ ବିଶ୍ୱବିଦ୍ୟାଳୟ ରେ ଅବସ୍ଥାପିତ କୁଳପତି/ନିଯୁକ୍ତ ଥିବା କୁଳପତି(୩ ଜଣ) କୁଳପତି - ଉତ୍କଳ ବିଶ୍ୱବିଦ୍ୟାଳୟ
କୁଳପତି - ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
କୁଳପତି - ସମ୍ବଲପୁର ବିଶ୍ୱବିଦ୍ୟାଳୟ
ସଭ୍ୟ ସଭ୍ୟ - ରାଜ୍ୟ ର ଯେ କୌଣସି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ (୨ ଜଣ) ଅଧ୍ୟକ୍ଷ ଏଫ. ଏମ. କଲେଜ
ଅଧ୍ୟକ୍ଷ ପି. ଏନ. କଲେଜ, ଖୋର୍ଦ୍ଧା
ସଭ୍ୟ ସଭ୍ୟ - ଭାରତ ସରକାର ଙ୍କ ଦ୍ୱାରା ମନୋନୀତ ବ୍ୟକ୍ତି ଖାଲି ରହିଛି
ସଭ୍ୟ ସଭ୍ୟ - ବିଜ୍ଞାନ ଓ ସମାଜ ବିଜ୍ଞାନ କ୍ଷେତ୍ରରେ ସୁଖ୍ୟାତ ବ୍ୟକ୍ତି(୨ ଜଣ) ପ୍ର. କିଶୋର କୁମାର ବାସା
ପ୍ର. ଅଖିଳ ବନ୍ଧୁ ହୋତା
ସଭ୍ୟ ସଭ୍ୟ - କଳା, ବାଣିଜ୍ୟ, ବିଜ୍ଞାନ, ବୈଷୟିକ ବିଜ୍ଞାନ, ସଂସ୍କୃତି ଓ ସିସ୍ଟ ସମାଜ କ୍ଷେତ୍ର ରେ ନିଷ୍ଠା, ସଚ୍ଚୋଟତା, ଦକ୍ଷତା, କୁଶଳତା ଓ ପ୍ରସିଦ୍ଧି ପ୍ରାପ୍ତ ବ୍ୟକ୍ତି(୭ ଜଣ) ପଦ୍ମଶ୍ରୀ ଅଜୟ କୁମାର ପରିଡା
ଡ଼. ସୁଭାଷିନୀ ପଟନାୟକ
ଡ଼. ରୋସନାରା ବେଗମ
ଡ଼. ବି ସି ଚୌଧୁରୀ
ଡ଼. ଦିବାକର ସ୍ୱାଇଁ
ଶ୍ରୀଯୁକ୍ତ ରମେଶ ମହାପାତ୍ର
ସ୍ଥାୟୀ ନିମନ୍ତ୍ରିତ ଅତିଥି ସ୍ଥାୟୀ ନିମନ୍ତ୍ରିତ ଅତିଥି - ଉଚ୍ଚଶିକ୍ଷା ବିଭାଗ - ଓଡିଶା ସରକାର ଙ୍କ ସଚିବ ଶ୍ରୀଯୁକ୍ତ ଶାଶ୍ୱତ ମିଶ୍ର
 

ଓଶେକ (OSHEC) ଅଧିକାରୀ ବୃଦ

କ୍ର. ସଂ. ନାମ ପଦବୀ ଯୋଗାଯୋଗ
1 ଶ୍ରୀ ସୂର୍ଯ୍ୟ କୁମାର ନାୟକ - ଓଡିଶା ଅର୍ଥ / ବିତ୍ତ ସେବା - ୧(ଏସ. ବି ) ବିତ୍ତ୍ୱାଧିକାରୀ x
2 ଡ଼. ସ୍ୱେତାଂଶୁ ଶେଖର ରଥ ଓଡିଶା ଶିକ୍ଷା ସେବା - ୧(ସି. ବି.) ସହଯୋଗୀ ପ୍ରାଚାର୍ଯ୍ୟ / ପ୍ରଫେସସର , ନୃତତ୍ତ୍ୱ ବିଭାଗ x
3 ଡ଼. ସ୍ଵାଗତିକା ବିଶ୍ୱାଳ ଅଧ୍ୟାପିକା, ସମାଜ ବିଜ୍ଞାନ x